ପେଲବ
ଦେଖଣା
- ପତଳା
- କ୍ଷୀଣ
- କୋମଳ
- ମୃଦୁ
- ସରୁ
- ହାଲୁକା
- ବିରଳ
- ଭଙ୍ଗୁର<ଅଜନ୍ତା ଓଡ଼ିଆ ଅଭିଧାନ, ପୃଷ୍ଠା ୯୭୧/>ପେଲବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପେଳ=କ୍ଷୁଦ୍ରାଂଶ+ବ)
[ସମ୍ପାଦନା]- ୧. କୃଶ; କ୍ଷୀଣ — ୧. Thin; slim.
- ୨. କୋମଳ; ନରମ —୨. Soft; tender.
- ୩. ମୃଦୁ —୩. Slender; delicate.
- ୪. ସରୁ; ସୂକ୍ଷ୍ମ —୪. Fine; tender.
- ୫. ବିରଳ —୫. Rare; scarce.
- ୬. ଭଙ୍ଗୁର —୬. Fragile.
- ୭. ବକ୍ର —୭. Bent; crooked.
- ୮. ଲଘୁ; ହାଲୁକା —୮. light.