Jump to content

ପେଲାପେଲି

ଉଇକିଅଭିଧାନ‌ରୁ

ପେଲାପେଲି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ଓ ବିଶେଷଣ -

[ସମ୍ପାଦନା]
୧. ଠେଲାଠେଲି; ଅନ୍ୟୋଽନ୍ୟ୍ୟରେ ଠେସା ଠେସିଁ —୧. Mutual pushing.

ଅନ୍ୟୋଽନ୍ୟରେ ସେ ରହ ରହ ବୋଲି, ପଳାଇଲେ ସେନାଏ ହୋଇ ପେଲା ପେଲି କୃଷ୍ଣସିଂହ. ମହାଭାରତ ଦ୍ରୋଣ

୨. ବହୁତ ଠେଲିବା —୨. Too much pushing.
୩. ଦୁଇଜଣଙ୍କ ମଧ୍ୟରେ କଳି କଜିଆ; ବାଗ୍ୱିବାଦ — ୩. Mutual quarrelling or recrimination.