ପେଲାପେଲିକରି ଦିନ ନେବା
ଦେଖଣା
ପେଲାପେଲିକରି ଦିନ ନେବା
ଉଚ୍ଚାରଣ
[ସମ୍ପାଦନା]ପେଲା ପେଲି କରି କାମ ଉଠା(ଠେ)ଇବା,ପେଲା ପେଲି କରି କାମ ତୁଲା(ଲେ)ଇବା ଅନ୍ୟରୂପ
ଦେଶଜ - ବିଶେଷ୍ୟ -ଦେଶଜ - କ୍ରି.
[ସମ୍ପାଦନା]- ୧. ଯେନ ତେନ ପ୍ରକାରେଣ ଅଶକ୍ତ ବ୍ୟକ୍ତିଦ୍ୱାରା କାର୍ଯ୍ୟ ଚଳାଇ ନେବା —୧. To have a work done anyhow with the help of an unfit person.
ନିସତକୁ ନାତୁଣୀଜୋଇ ଘଇତା, ପେଲା ପେଲି କରି ଦିନ ନଉ ଥା ଢଗ
- ୨. ତନ୍ତରମାଧିଆ କରି ଅର୍ଥାତ୍ ରଅଠଅ କରି କାର୍ଯ୍ୟକୁ ସମାଧା କରିବା —୨. To carry a work through anyhow to do a work slovenly.