Jump to content

ପେଲାସ୍

ଉଇକିଅଭିଧାନ‌ରୁ

ପେଲାସ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ପିଲାସ୍; ପ୍ଲାସ୍; ପ୍ଲାୟାସ୍(ର୍ସ)—ଅନ୍ୟରୂପ)

ବୈଦେଶିକ - ବି—(ଇଂରାଜୀ - ପ୍ଳାୟାର୍ସ)

[ସମ୍ପାଦନା]
୧. ବଢ଼େଇ, ବଣିଆ ଆଦିଙ୍କ ବ୍ୟବହୃତ ଏକ ପ୍ରକାର ସଣ୍ଡୁଆସି; ଜମ୍ୱୁରା —୧. Pliers; a kind of sturdy pincers.
୨. (ଇଂ) ଖ୍ରୀ ୧୮୨: ସାଲରେ ଡ଼ାକ୍ତର ଆଲ୍ୱର୍ଜଙ୍କଦ୍ୱାରା ଆବିଷ୍କୃତ ମଙ୍ଗଳ ଓ ବୃହସ୍ପତି ମଧ୍ୟରେ ଅବସ୍ଥିତ ଏକ ଗ୍ରହ (ହିନ୍ଦୀ - ଶ.) —୨. Pellas; name of a newly discovered planet.

[ଦ୍ରଷ୍ଟବ୍ୟ —ଏହା ସୂର୍ଯ୍ୟଙ୍କ ଠାରୁ ୨୮: କୋଟି ମାଇଲ ଦୂରରେ ଅବସ୍ଥିତ ୪ ମାସରେ ଏ ଥରେ ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରେ ଆକାରରେ ଏହା ଚନ୍ଦ୍ରଙ୍କ ଅପେକ୍ଷା କ୍ଷୁଦ୍ର (ହିନ୍ଦୀ - ଶ.) ]