Jump to content

ପେଲିବା ଠେଲିବା

ଉଇକିଅଭିଧାନ‌ରୁ

ପେଲିବା ଠେଲିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସହଚର ଶବ୍ଦ)

[ସମ୍ପାଦନା]
୧. ଜୋରରେ ଠେସିବା —୧. To push with force.
୨. (ଗୁରୁଜନ ଆଦିକୁ) ଖାତିରି ନକରିବା; ଅମାନ୍ୟ କରିବା —୨. To disregard (one's superious).

ଡାକୁ ଯାହା ମୂରଲି, ସ୍ୱାମୀକୁ ପେଲି ଠେଲି ଧାବନ ବଣେ ବସେ ନିତନ୍ତ୍ର ବାସ କବିସୂର୍ଯ୍ୟ. ସଙ୍ଗୀତ