Jump to content

ପେଲି ଦେବା

ଉଇକିଅଭିଧାନ‌ରୁ

ପେଲି ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ପଛ ଆଡ଼ୁ କୌଣସି ବ୍ୟକ୍ତିକୁ ଗର୍ତ୍ତକୁ ବା ଖାଲକୁ ଠେଲିଦେବା —୧. To push a person from behind to a hole or pits.

(ଯଥା—ସେ ପିଲାଟିକୁ କୁଅକୁ ପେଲି ଦେଲା)


୨. ଡଙ୍ଗାକୁ ପଛ ମଙ୍ଗ ଆଡ଼ୁ ବୀପରିତ ଦିଗକୁ ଠେଲିବା — ୨. To push a boat from behind.

ଏହି କଥାକୁ ପେଲି ଦେଲି କଲିକତାକୁ—ଢ଼ଗ