Jump to content

ପେଲି ଯିବା

ଉଇକିଅଭିଧାନ‌ରୁ

ପେଲି ଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ବାଧାକୁ ଠେଲି ଦେଇ କୌଣସି ସ୍ଥାନକୁ ପଶି ଯିବା —To push one's way; to go by pushing through obstacles.

(ପେଲି ପଶିବା—ଅନ୍ୟରୂପ)

ଠଲି ଦେଇ ପେଲି ଯିବା; ଧକା ଖାଇଲେ ସହିବା, ଥକା ମଜ ଚାଲି ଯିବା—ଭଜନ