ପେଳ
ଦେଖଣା
ପେଳ
ଉଚ୍ଚାରଣ
[ସମ୍ପାଦନା](ପେଳକ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ପେଲ୍ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଅଣ୍ଡକୋଷ; ମୁଷ୍କ; କୁରୁଣ୍ଡ —୧. Testicle.
[ଦ୍ରଷ୍ଟବ୍ୟ —ଏ ଶବ୍ଦ ଓଡ଼ିଆ ଓ ବଙ୍ଗଳାରେ ଅଶିଷ୍ଟ ଭାଷାର ବ୍ୟବହୃତ; ହିନ୍ଦୀ - ପେଲଢ଼ ଓଡ଼ିଆରେ ଇତର ଉଚ୍ଚାରଣ—ପେର]
- ୨. ଲିଙ୍ଗ; ମେଢ୍ର —୨. Penis.
- ୩. (+ଭାବ .ଅ)—ଗମନ —୩. Going.
- ୪. ଗତି —୪. Motion.
- ୫. କ୍ଷୁଦ୍ରାଂଶ —୫. Particle; small part.