ପେଳ ମଳା
ଦେଖଣା
ପେଳ ମଳା
ଉଚ୍ଚାରଣ
[ସମ୍ପାଦନା](ପେଳଦଳା, ପେଳ ଆଉଁସା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ଘୋଡ଼ାକୁ ଆକ୍ତା କରିବା ଉପଲକ୍ଷରେ) ଅଣ୍ଡକୋଷକୁ ମଳିବା — ୧. Pressing of the scrotum while gelding a horse.
- ୨. କୌଣସି ବ୍ୟକ୍ତିର ଅଣ୍ଡକୋଷକୁ ଆଉଁସିବା — ୨. Rubbing of the testicles.
- ୩. (ଅଶିଷ୍ଟ) (ଲକ୍ଷଣାର୍ଥ) ଚାଟୁ; ଖୋସାମତ — ୩. (figurative) (slang) Flattery.