ପେଷା

ଉଇକିଅଭିଧାନ‌ରୁ

(ଦେଶଜ, ବିଶେଷଣ)(ସଂସ୍କୃତ -ପ୍ରେଷିତ) [୧][ସମ୍ପାଦନା]

  • ପ୍ରେଷିତ
  • ପ୍ରେରିତ

(ସଂସ୍କୃତ- ପିଷ୍ ଧାତୁ)[ସମ୍ପାଦନା]

  • ପିଷ୍ଟ (Pounded )
  • ଚୂରାଯାଇଥିବା

ବିଶେଷ୍ୟ (ବୈଦେଶିକ: ଫରାସୀ ବା ପାରସ୍ୟଦେଶ ପ୍ରଚଳିତ ଭାଷା)[ସମ୍ପାଦନା]

  • ବ୍ୟବସାୟ
  • ବୃତ୍ତି (Profession )
  • ଜୀବିକା (Livehood )
  • ଜୀବନୋପାୟ

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା -୪୯୯୩

ପେଷା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ପ୍ରେଷିତ)[ସମ୍ପାଦନା]

୧. ପ୍ରେଷିତ; ପ୍ରେରିତ —୧. Sent.
୨. (ସଂସ୍କୃତ - ପିଷ୍ ଧାତୁ) ପିଷ୍ଟ; ଚୂରା ଯାଇଥିବା — ୨. Pounded.

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା)[ସମ୍ପାଦନା]

୧. ବ୍ୟବସାୟ; ବୃତ୍ତି; ଜୀବିକା; ଜୀବନୋପାୟ-Livelihood; profession.

xxxx ପେଷା ଗ୍ରାମ ଦେବତୀ ପୂଜା ଆଉ ଚାଷ ଫକୀରମୋହନ. ଛମାଣ ଆଠଗୁଣ

୨. ବେପାର —୨. Trade.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ବଡ଼ ପେଷଣା; ଯହିଁରେ ଗହମ ଆଦି ଶସ୍ୟ ଚୂନା ହେଇଯାଏ — A big grinding or powdering miil.