Jump to content

ପେଷିବା

ଉଇକିଅଭିଧାନ‌ରୁ

ପେଷିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ପିଷ୍ ଧାତୁ)

[ସମ୍ପାଦନା]
୧. ମର୍ଦ୍ଦନ କରିବା; ବାଟିବା — ୧. To bruise; to crush or press.
୨. ମଳିବା; ରଗଡ଼ିବା; ଦଳିବା —୨. To knead.

ଉତ୍କଳ ସନ୍ତାନେ, ମୁଦ୍ରିତ ନୟନେ ବସି ବସି ପେଷନ୍ତି ତମାଖ୍ ଚୂର୍ଣ୍ଣ—ଭିକାରୀ ଗୀତ ଲହରୀ

୩. ଫେସିବା; ଚୂରିବା —୩. To grind.


୪. (ସଂସ୍କୃତ - ପ୍ରେଷ ଧାତୁ) ପ୍ରେରଣ କରିବା; ପଠାଇବା; ବରଗିବା — ୪. To send; to send out.

ତୁମ୍ଭଙ୍କୁ ଇନ୍ଦ୍ର ମୋତେ ନେବା ପାଇଁ ପେଷି ଅଛନ୍ତି ଏ ରଥରେ ବସ ଧାଇଁ ଆସି—କୃଷ୍ଣସିଂହ, ମହାଭାରତ, ବନ