Jump to content

ପେସୀ

ଉଇକିଅଭିଧାନ‌ରୁ

ପେସୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅତସୀ; ମସୃଣା)

[ସମ୍ପାଦନା]

ଫେସୁ; ଫେସୀ; ମସୀନା; ସୋରିଷ ପରି ଛୋଟ ତୈଳପ୍ରଦ ବୀଜବିଶେଷ ===


(ପେସୁ, ଫେସୀ, ଫେସୁ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

Linseed; linum Usitisimum.

[ଦ୍ରଷ୍ଟବ୍ୟ —ଏହା ଚେପ୍ଟା ଓ ବାଇଗଣ ପରି; ଶୀତକାଳ ଫସଲ; ଫୁଲ ପଞ୍ଚଦଳ ଓ ଆକାଶ ପରି ନୀଳବର୍ଣ୍ଣ

ପୂର୍ବକାଳ ଏ ଗଛର ଛାଲିରୁ ଅତି ସୂକ୍ଷ୍ମ ତନ୍ତୁ ବାହାରୁ ଥିଲା ଓ ସେ ସୂତାରେ କ୍ଷୌମବସ୍ତ୍ର ପ୍ତସ୍ତୁତ ହେଉଥିଲା ବର୍ତ୍ତମାନ ତୈଳ ପାଇଁ ଲୋକେ ଏହାର ଚାଷ କରନ୍ତି ଏହି ବିଜରୁ ନୟନ ସୁକ ତେଲ (Linseed oil) ବାହାରେ ଓ ଉକ୍ତ ତେଲ କବାଟ ଆଦିରେ ଦିଆଯିବା ରଙ୍ଗ (paint)ରେ ମିଶାଯାଏ

ପେସୀ ବୀଜକୁ ବାଟ ବଥ ଉପରେ ପୁଲ୍ଟିସ୍ ଦେଲେ ବଥ ପାଚି ଯାଏ]

ଅନୁବାଦ

[ସମ୍ପାଦନା]

=== ବୈଦେଶିକ - ବିଶେଷ୍ୟ - (ଫା)

ହାକିମଙ୍କ ପାଖେ ନଥି ଆଦି ପେଶ୍ କରିବା କାମ —The act of putting up a file before an official.

ବିଶେଷଣ -

[ସମ୍ପାଦନା]

(a record) About to be put up before an offical.