Jump to content

ପେସ୍

ଉଇକିଅଭିଧାନ‌ରୁ

ପେସ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫା)

[ସମ୍ପାଦନା]
୧. ସମ୍ମୁଖବର୍ତ୍ତୀ — ୧. Frontal.
୨. ଉପସ୍ଥାପିତ —୨. Presented.

ବିଶେଷ୍ୟ -

[ସମ୍ପାଦନା]

ବିଚାରାର୍ଥ ବିଚାରକଙ୍କ ନିକଟ ବା ଆଦେଶାର୍ଥ ହାକିମଙ୍କ ନିକଟ କାଗଜ ପତ୍ରର ଉପସ୍ଥାପନ —Putting up of papers before a court or high official for consideration and order.