ପେସ୍ତା
ଦେଖଣା
ପେସ୍ତା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ପିସ୍ତା—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ପିସ୍ତା)
[ସମ୍ପାଦନା]ପିସ୍ତା; କାବୁଲ ଦେଶୀୟ ଖାଦ୍ୟ ଫଳବିଶେଷ —Postachio; pistacia nut; pistacia Vera.
[ଦ୍ରଷ୍ଟବ୍ୟ —ଏହା ଆମ୍ରାଦି ବର୍ଗର ବୃକ୍ଷବିଶେଷ ଫଳ ଆଫଗାନୀସ୍ଥାନର ପଶ୍ଚିମ ବାଲ୍କ (Blak) ଦେଶରୁ କାବୁଲିମାନେ ଏ ଫଳକୁ ଆଣି ଭାରତରେ ବିକ୍ରି କରନ୍ତି ଏଥିରେ ମଞ୍ଜି ଭିତରର ଶସ ତୋଲିଆ ଓ ସ୍ୱାଦଯୁକ୍ତ ଏହା ପିଠା ଐଆଦିରେ ପଡ଼େ ଓ ଶସରୁ ବାହାରିବା ତେଲ ଔଷଧରେ ଲାଗେ]