ପେଡ଼ା ନଡ଼ିଆ ତେଲ
ଦେଖଣା
(ପେ଼ଡ଼ା ନଡ଼ିଆ ତେଲରୁ ଲେଉଟି ଆସିଛି)
ପେଡ଼ା ନଡ଼ିଆ ତେଲ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶୁଣିଲା ନଡ଼ିଆ ଘଣାରେ ପେଡ଼ା ହୋଇ ବାହାରି ଥିବା ତେଲ — Pressed cocoanut oil.
[ ଦ୍ର—ନିଡ଼ିଆକୁ କୋରି ତହିଁର ରସକୁ ନିଆଁରେ ବସାଇ ନିର୍ଜଳ କରି ଯେଉଁ ତୈଳ ପଦାର୍ଥ ବାହର କରାଯାଏ, ତାହାକୁ ନଡ଼ିଆ ଘିଅ ବା ମରା ନଡ଼ିଆ ତେଲ କହନ୍ତି
ଶୁଖିଲା ନଡ଼ିଆର ଖଣ୍ଡମାନଙ୍କୁ ଘଣାରେ ପେଡ଼ି ଯେଉଁ ତୈଳ ପଦାର୍ଥ ବାହାର କରାଯାଏ ତାକୁ ପେଡ଼ା ନଡ଼ିଆ ତେଲ ବା ନଡ଼ିଆ ମାଲପା କହନ୍ତି]