Jump to content

ପେୟ

ଉଇକିଅଭିଧାନ‌ରୁ

ପେୟ

ଉଚ୍ଚାରଣ

[ସମ୍ପାଦନା]
(ପେୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପା ଧାତୁ=ପିଇବା+ଯୋଗ୍ୟାର୍ଥେ ଯ)

[ସମ୍ପାଦନା]

ପାନଯୋଗ୍ୟ; ପାନୀୟ —Drinkable.

ବିଶେଷ୍ୟ -

[ସମ୍ପାଦନା]
୧. ପାନୀୟ ବସ୍ତୁ —୧. A drink.
୨. ପାଣିଆ ଜିନିସ —୨. Liquid; fluid.