ପେୟା
(ବୈଦ୍ୟକ) ଏକ ପ୍ରକାର ଯବାଗୁ ବା ଯାଉ; ଯାଉପାଣି; ଚାଉଲକୁ ୧୧: ବା ୧୫: ଗୁଣ ଜଳରେ ପାକ କରି ଗୋଳାଇ ପ୍ରସ୍ତୁତ୍ୱ କରିବା ମଣ୍ଡ — A gruel made by boiling rice with ୧୧ or ୧୫ times its own weight of water.