Jump to content

ପେୟୁ

ଉଇକିଅଭିଧାନ‌ରୁ

ପେୟୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପୀ ଧାତୁ=ପିଇବା+କର୍ତ୍ତୃ. ଉ)

[ସମ୍ପାଦନା]
୧. ସମୁଦ୍ର — ୧. The Sea.
୨. ଅଗ୍ନି —୨. Fire.
୩. ସୂର୍ଯ୍ୟ —୩. The Sun (Apte).