Jump to content

ପୈତ୍ତ

ଉଇକିଅଭିଧାନ‌ରୁ

ପୈତ୍ତ

ଉଚ୍ଚାରଣ

[ସମ୍ପାଦନା]

(ପୈତ୍ତିକ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ପିତ୍ତ+ଅ)

[ସମ୍ପାଦନା]
୧. ପିତ୍ତସମ୍ୱନ୍ଧୀୟ; ପିତ୍ତଜନିତ — ୧. Bilious.
୨. ପିତ୍ତାଧିକ୍ୟରୁ ଜାତ —୨. Due to excess of bile in the system.