Jump to content

ପୈତ୍ର

ଉଇକିଅଭିଧାନ‌ରୁ

ପୈତ୍ର

ଉଚ୍ଚାରଣ

[ସମ୍ପାଦନା]

(ପୈତ୍ର୍ୟ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ପିତୃ+ଅ)

[ସମ୍ପାଦନା]
୧. ପେତୃକ — ୧. Paternal.
୨. ପିତୃପୈତାମହିକ — ୨. Ancestral; hereditary.

ବିଶେଷ୍ୟ -

[ସମ୍ପାଦନା]

ତର୍ଜନୀ ଓ ଅଙ୍ଗୁଷ୍ଠାର ମଧ୍ୟଭାଗ; ପିତୃତୀର୍ଥ — The edge of the palm between rhe index finger and the thumb.

[ଦ୍ରଷ୍ଟବ୍ୟ —ତର୍ପଣ କରିବା ସମୟରେ ପିତୃମାନଙ୍କୁ ଏହି ବାଟେ ପାଣି ଦିଆଯାଏ]