ପୈଶାଚିକ ଭାଷା
(ପୈଶାଚୀ—ଅନ୍ୟରୂପ)
ସଂସ୍କୃତ ଭାଷାର ବିକୃତରୂପ ଓ ବିକୃତ ଉଚ୍ଚା— ରଣଯୁକ୍ତ ପ୍ରାକୃତ ଭାଷାବିଶେଷ — A degraded Prākṛuta dialect.
[ଦ୍ରଷ୍ଟବ୍ୟ —ପ୍ରାଚୀନ ସଂସ୍କୃତ ନାଟକମାନଙ୍କର (ବିଶେଷତଃ ଭାଷ' ବିରଚିତ ଯୌଗନ୍ଧରାୟାଣି ଗ୍ରନ୍ଥରେ) ଏ ଭାଷାର ଉଦାହରଣ ଦ୍ରଷ୍ଟବ୍ୟ]