ପୈଶାଚ ବିବାହ
ଦେଖଣା
ପୈଶାଚ ବିବାହ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ହିନ୍ଦୁସ୍ମୃତି)
[ସମ୍ପାଦନା]ବଳପୂର୍ବକ କନ୍ୟାକୁ ଅପହରଣ କରି ବିବାହ କରିବା ପଦ୍ଧତି; ଛଳଛଳ କୈଶଳରେ କନ୍ୟାକୁ ଆଣି ବିବାହ କରିବାର ପଦ୍ଧତି —Ones the ୮ forms of marriage mentioned in Hindu Law and recognised by tioned in Hindu books, though counted as the basest form of marriage.
[ଦ୍ରଷ୍ଟବ୍ୟ —ହିନ୍ଦୁସ୍ମୃତିମାନଙ୍କରେ ୮ ପ୍ରକାର ବିବାହର ଉଲ୍ଲେଖ ଅଛି ଛଳ ବଳ କୌଶଳରେ କନ୍ୟାକୁ ଅପହରଣ କରି କିମ୍ୱା ସୁପ୍ତା. ମତ୍ତା ବା ପ୍ରମତ୍ତା କନ୍ୟାକୁ ଜବରଦସ୍ତି ବା ଗୋପନରେ ସଙ୍ଗମ କରି ବିବାହ କରିବା ପ୍ରଥାର ନାମ ପୈଶାଚିକ ବିବାହ ଅନ୍ୟ ୭ ପ୍ରକାର ବିବାହଜାତ ସନ୍ତାନ ନ ଥିଲେ ଏପରି ବିବାହର ସନ୍ତାନ ପିତୃଧନରେ ଅଧିକାରୀ ହେବେ]