Jump to content

ପୈଷ୍ଟିକ

ଉଇକିଅଭିଧାନ‌ରୁ

ପୈଷ୍ଟିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପିଷ୍ଟ+ଇକ)

[ସମ୍ପାଦନା]

ପିଷ୍ଟକ ସମ୍ୱନ୍ଧୀୟ — Relating to cakes.

ବିଶେଷ୍ୟ -

[ସମ୍ପାଦନା]
୧. ଯଅ, ଧାନ ବା ଚାଉଳକୁ ସିଝାଇ ସଢାଇ ତିଆରି କରାଯିବା ମଦ; ଚାଉଳ ମଦ; ଦେଶୀ ସରାପ — ୧. Spirituous liquor or wine made from fermented barley, paddy or rice; country liquor.

[ଦ୍ରଷ୍ଟବ୍ୟ —ବଙ୍ଗାଳାରେ ଏହାକୁ ଧେନୋ ମଦ୍ (ଅର୍ଥାତ୍ ଧାନୁଆ ମଦ) ବୋଲି କହନ୍ତି କିନ୍ତୁ ପ୍ରକୃତର ଏହା ଚାଉଳ ସିଝାରୁ ପ୍ରସ୍ତୁତ ହୁଏ ଚାଉଳକୁ ରାନ୍ଧି ଭାତକୁ ସଡ଼ାଇ ସେଥିରେ ବାଖର (yeast) ଗୋଳାଇ ପିଠା ପରି କରିବାକୁ ହୁଏ ଓ ସେହି ପିଷ୍ଟକ ବା ପିଠାରୁ ବକଯନ୍ତ୍ର ସାହାର୍ଯ୍ୟରେ ଅରକ ବାହାର କରାଯାଏ ମଦ ପାଇଁ ବ୍ୟବହୃତ ଚାଉଳକୁ ଲୋକେ ବାଛନ୍ତି ନାହିଁ ଏଥିଯୋଗୁଁ ତହିଁରୁ ଧାନ ମିଶିଥାଏ ଏହି କାରଣରୁ ବଙ୍ଗଳାରେ ତାକୁ ଧାନୁଆ ମଦ କହନ୍ତି ଓ ମଦୁଆମାନେ ଭକ୍ତିପୂର୍ବକ ଏବାକୁ 'ଧାନେଶ୍ୱରୀ' ନାମରେ ସମ୍ୱୋଧିନ କରନ୍ତି]

୨. ପିଷ୍ଟକସମୂହ — ୨. A collection or heap of cakesd.