Jump to content

ପୈ (ଧାତୁ)

ଉଇକିଅଭିଧାନ‌ରୁ

ପୈ (ଧାତୁ)

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ -

[ସମ୍ପାଦନା]
୧. ଶୁଷ୍କ ହେବା — ୧. To dry up.
୨. ମଉଳି ଯିବା — ୨. To wither; to become pale.

[ଦେର—ଭାଷାରେ 'ପଇ' ଓ 'ପଏ' ଆଦ୍ୟରେ ଥିବା ଦେଶକ ଓ ବୈଦେଶିକ ଶଦ୍ଦମାନ 'ପୈ'ଯୁକ୍ତ ହୋଇ ମଧ୍ୟ ଉଚ୍ଚାରିତ ଓ ଲିଖିତ ହୁଏ, ଯଥା—ପଇଠ ସ୍ଥାନରେ ପୈଠ, ପଏଗମ୍ୱର= ପୈଗମ୍ୱର, ପଇକାଉ ସ୍ଥାନରେ ପୈକାର, ପଇଦଲ୍=ପୈଦଲ ପଇଦା—ପୈଦା]