Jump to content

ପୋ

ଉଇକିଅଭିଧାନ‌ରୁ

ପୋ

ଉଚ୍ଚାରଣ

[ସମ୍ପାଦନା]
  • (file)

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ପୁତ୍ର)

[ସମ୍ପାଦନା]
୧. ପୁଅ — ୧. son.

ବାପ ଦୋହରି ପୋ ପୁଝାରି; ଗଣ୍ଡି ମୁଣ୍ଡି ସବୁ ତୁମରି— ସମ୍ୱଲପୁର ପ୍ରବଚନ

୨. ବଂଶଧର —୨. Descendant; progeny.