Jump to content

ପୋଇଲା

ଉଇକିଅଭିଧାନ‌ରୁ

ପୋଇଲା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - ଫୁ.—(ଗାଳିବିଶେଷ)

[ସମ୍ପାଦନା]
୧. ଦାସୀପୂତ୍ର; ଗୋଲାମ — ୧. tho son of a slave girl or concubine; a born slave.
୨. କ୍ରୀତଦାସ —୨. Slave.

ସ୍ତ୍ରୀ

[ସମ୍ପାଦନା]

ପୋଇଲୀ ବା ଦାସୀପରି ଅଧୀନା ବା ବରିମ୍ୱଦା ସ୍ତ୍ରୀ — A woman who is treated as a concubine or slave girl by master.