Jump to content

ପୋଇ କେରଣ୍ଡା

ଉଇକିଅଭିଧାନ‌ରୁ

ପୋଇ କେରଣ୍ଡା

ଉଚ୍ଚାରଣ

[ସମ୍ପାଦନା]
(ପୋଇ କେରଣ୍ଡୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ଫୁ.

[ସମ୍ପାଦନା]

ପୁଇଁ କେରାଣ୍ଡି ମାଛ ଭଳି ଅତି ହୀନ ବ୍ୟକ୍ତି (ଭିକ୍ଷାନ୍ନଜୀବୀ. କୃଷ୍ଠୀ, ଅନ୍ଧ, ଖଞ୍ଜ) —A very insignificant person.

'ଲଣ୍ଡାମୁଣ୍ଡା ପୋଇକେରେଣ୍ଡା ସିଂଘଦୁଆରେ ଥାଏ ଅଇଣ୍ଠା ଭାତକୁ ଗୁଣ୍ଡିଏ ପାଇଲେ ପାଣି ଛଡ଼େଇ ଖାଏ ଢଗ