ପୋଇ ଗୁଳି
(ପୋଇ ମିଞ୍ଚୁଡ଼ି, ପୋଇ ମିଞ୍ଚିଡ଼ି, ପୋଇ ମଞ୍ଜି—ଅନ୍ୟରୂପ)
ପୋଇ ଗଛର ପାଚିଲାକୋଳି —The ripe berries of the Basella. creeper.
[ଦ୍ରଷ୍ଟବ୍ୟ —ଏହି ଫଳମାନ ପୋଇ ଲତାର ନାଡ଼ରେ ଫଳେ ଏହା କୃଷ୍ଣ ବର୍ଣ୍ଣ ଓ ଏହାକୁ ଚିପି ଦେଲେ ଏଥିରୁ ଫକା ନାଲି ରସ ବାହାରେ]