ପୋଇ ଚାନ୍ଦି
ଦେଖଣା
ପୋଇ ଚାନ୍ଦି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି (ସଂସ୍କୃତ - ଚନ୍ଦ୍ରକ; ଚନ୍ଦ୍ରଗୋଳିକା)
[ସମ୍ପାଦନା]ଚନ୍ଦ୍ରିକା; ଟଙ୍କା ଚାନ୍ଧି ମାଛ; ଏକ ପ୍ରକାର ଛୋଟ ଚେପଟା ରଜତ ମୁଦ୍ରାକୃତି ମାଛ —A kind of very small flat circular silvery fish; Ambassia Ranga.
[ଦ୍ରଷ୍ଟବ୍ୟ —ଏହାର ପରିଧି ଟଙ୍କାଠାରୁ ଛୋଟ; ପିଠିର ପକ୍ଷର କଣ୍ଟା ଥାଏ ଏହାର କାତି ଅଛି ଏହା ଧଳା ଓ ଚେପଟା]