ପୋଇ ରକ୍ତ
ଦେଖଣା
ପୋଇ ରକ୍ତ
ଉଚ୍ଚାରଣ
[ସମ୍ପାଦନା](ପୋଇ ରକତ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପାଚିଲା ପୋଇ ଫଳର ଫକା ନାଲି ରସ — ୧. The pink or pale-red coloured juice pressed from the ripe berries of Basella creeper.
- ୨. ଫକା ରଙ୍ଗର ରକ୍ତ —୨. Pink coloured blood; pale coloured biood (of an anemic person)