ପୋଏ
ଦେଖଣା
ପୋଏ
ଉଚ୍ଚାରଣ
[ସମ୍ପାଦନା](ପୁଏ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବି—(ସଂସ୍କୃତ - ପୁତ୍ର)
[ସମ୍ପାଦନା]- ୧. (ବହୁବଚନ) ପୁଅମାନେ —୧. Sons.
ପ୍ରଦ୍ୟୁମନ୍ତ୍ର ପରି ମୋ ପାଏ ଭୀମ କର୍ମା କୃଷ୍ଣସିଂହ. ମହାଭାରତ. ବନ
- ୨. (ବହୁବଚନ) ପୁଅମାନେ —୨. Children.
ପୋଏ ବୋଲନ୍ତି ତାର ଆଗ ବାମ ଦକ୍ଷିଣ ଛାଡ଼ି ଯିବ ପ୍ରାଚୀ, ନିର୍ଗୁଣ ମାହାତ୍ମ୍ୟ
- ୩. (ଏକ ବଚନ) ଏକ ପୁତ୍ର —୩. A son; one son.
ନିବୃତି ତାର ପୁଅ ହୋଏ ଦଶାର୍ଧ ନାମେ ତାର ପୋଏ ଜଗନ୍ନାଥ. ଭାଗବତ