Jump to content

ପୋକ ପଡ଼ିବା

ଉଇକିଅଭିଧାନ‌ରୁ

ପୋକ ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମାଛି ବସିବା; ଅଂଶେଇ ପଡ଼ିବା; ଦେହସ୍ଥ ବ୍ରଣାଦି ଦୁଷିତଚ ହେଲେ ତହିଁରେ କୀଟ ଜନ୍ମିବା — The growing of maggots in a festering sore.

[ଦ୍ରଷ୍ଟବ୍ୟ —କୌଣସି ମନୁଷ୍ୟ ଦେହରେ ଘାଆରେ ପୋକ ପଡ଼ିଲେ ସେ ବ୍ୟକ୍ତି ଅଶୁଚି ବିବେଚିତ ହୁଏ ଓ ତାହାକୁ 'ମାଛିଆ ପାତକ ଦୋଷ ଲାଗେ' ଶାସ୍ତ୍ରନିଦ୍ଦିଷ୍ଟ ପ୍ରୟଶ୍ଚିତ୍ତ, ଦାନ ଓ ବ୍ରାହ୍ମଣ ଭୋଜନ କରାଇଲେ , ସେ ଉକ୍ତ ପାତକରୁ ମୁକ୍ତ ହୁଏ]