ପୋଖତା
ଦେଖଣା
ପୋଖତା
ଉଚ୍ଚାରଣ
[ସମ୍ପାଦନା][ପୋଖତ୍ (ତା) ପେକ୍ତ (କ୍ତା)]
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଫାରାସୀ - ପୋକ୍ତ)ତୁଳ. ସଂସ୍କୃତ - ପକ୍ୱ
[ସମ୍ପାଦନା]- ୧. ଦୃଢ଼ ; କଠିନ —୧. Hard.
- ୨. ମଜଭୁତ୍; ପକ୍କା — ୨. Strong.
- ୩. ପାକଳ —୩. Mature.
- ୪. ସୁପରିଣତ —୪. Well developed.
- ୫. ସୁପରିପକ୍ୱ —୫. Well ripened.
- ୬. ଅନୁଭବ; ପ୍ରବୀଣ —୬. Experienced.
- ୭. ବୃଦ୍ଧ; ବୟସ୍କ —୭. Old; of ripe age.
ପୋଖତା
ଉଚ୍ଚାରଣ
[ସମ୍ପାଦନା]ବୈଦେଶିକ - ବିଶେଷଣ -
[ସମ୍ପାଦନା]ପୋକତ୍ (ଦେଖ) - Pokat (See)
ସହଦେବ ଏହିପରି କହୁ ସତ୍ୟବାଣୀ ପଞ୍ଚଟି ଆମ୍ୱ ପୋଖତ ହେଲା ସେହିକ୍ଷଣି— ସାରଳା ମହାଭାରତ ବନ
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ଓବିଶେଷଣ -
[ସମ୍ପାଦନା]ପୋଖତି (ଦେଖ) - — Pokhati (See)