Jump to content

ପୋଖତାନି

ଉଇକିଅଭିଧାନ‌ରୁ

ପୋଖତାନି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପୋକ୍ତାନ, ପୋକ୍ତାନି—ଅନ୍ୟରୂପ)

ଲୁଣ ମାରିବା ପ୍ରକ୍ରିୟା; ସମୁଦ୍ର ପାଣିରୁ ଲୁଣ ତିଆରି କରିବା — Manufacture of salt from sea water.

ଦେଶାଧିକାର ସମୟରୁ (ଲୁଣ) ପୋକ୍ତାନି କାର୍ଯ୍ୟ ସାକ୍ଷାତ୍ ସମ୍ୱନ୍ଧରେ ବନ୍ଦୋବସ୍ତ କରି ଥିଲେ ଫକୀରମୋହନ ଗଳ୍ପ ସଳ୍ପ



ପୋଖତାନି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ପୁରୁଷାନୁକ୍ରମିକ; ପାରଂପରିକ — ୧. Traditional; ancestral.
୨. ଅତି ପ୍ରାଚୀନ ଓ ଭଦ୍ର (ପରିବାର) — ୨. Ancient and respectable (family).

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]

ପୋକତାନ (ଦେଖ) - — Pokatān (See)