ପୋଖତି
ଦେଖଣା
ପୋଖତି
ଉଚ୍ଚାରଣ
[ସମ୍ପାଦନା]ପୋକତି; ପୋକ୍ତି, ପୁକତି, ପୁକୃତି, ପୁଖୁତିଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ପ୍ରସୂତି)
[ସମ୍ପାଦନା]- ୧. ସନ୍ତାନ ପ୍ରସବ — ୧. A woman's confinement; child- bearing.
- ୨. ନବ ପ୍ରସୂତି ଅବସ୍ଥା — ୨. The condition of being recently delivered of a child.
- ୩. ପ୍ରସୂତି; ସଦ୍ୟ ପ୍ରସୂତା ସ୍ତ୍ରୀ; ଜାତାପତ୍ୟା ସ୍ତ୍ରୀ — ୩. A woman who has been newly delivered of a child.
[ଦ୍ରଷ୍ଟବ୍ୟ —ଜନ୍ମ କରିବାର ୧୨: ଦିନ, ୨୧: ଦିନ ବା ୩ ଦିନ ପର୍ଯ୍ୟନ୍ତ ପ୍ରସୂତିକି ପୋଖତି ବୋଲାଯାଏ]
ବିଶେଷଣ -
[ସମ୍ପାଦନା]ସଦ୍ୟଃ ପ୍ରସୂତା — Recently confined (woman).