ପୋଖତି ବୈରାଗ୍ୟ
ଦେଖଣା
ପୋଖତି ବୈରାଗ୍ୟ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବି—(ଲକ୍ଷଣାର୍ଥ)
[ସମ୍ପାଦନା]ଅଳ୍ପକାଳ ସ୍ଥାୟୀ ବୈରାଗ୍ୟ — Any short-lived a version, (like the aversion to co-habitation born in the mind of a woman who is recently confined.)
[ଦ୍ରଷ୍ଟବ୍ୟ —ପ୍ରସବ ବେଦନା ଅନୁଭବ କରିବା ହେତୁ ପ୍ରସୂତିର ମନରେ ସ୍ୱାମିସହବାସ ପ୍ରତି ଯେଉଁ ବୈରାଗ୍ୟ ଜନ୍ମେ ତାହା ଅଳ୍ପକାଳ ସ୍ଥାୟୀ ଅଟେ ତେଣୁ କୌଣସି ଅଳ୍ପକାଳସ୍ଥାୟୀ ବୈରାଗ୍ୟ
ପ୍ରତି ଏ ଶବ୍ଦ ବ୍ୟବହୃତ ହୁଏ, ଯଥା—ଶ୍ମଶାନ ବୈରାଗ୍ୟ, ପୁରାଣ ବୈରାଗ୍ୟ, ରତିପ୍ରାନ୍ତ ବୈରାଗ୍ୟ ଇତ୍ୟାଦି]