Jump to content

ପୋଖତି ହାଣ୍ଡି

ଉଇକିଅଭିଧାନ‌ରୁ

ପୋଖତି ହାଣ୍ଡି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ହାଣ୍ଡିରେ ଅନ୍ତୁଡ଼ୀଶାଳର ପାଉଁଶ ଆଦି ଭର୍ତ୍ତି ହୋଇ ପ୍ରସବର ୬ଷ୍ଠ ଦିବସରେ (ଅର୍ଥାତ ଉଠିଆରି ଦିନ) ଫୋପଡା ଯାଏ — The earthen pot containing the ashes of the lying—in room which is thrown away on the ୬th day after child-birth.