Jump to content

ପୋଖତ୍

ଉଇକିଅଭିଧାନ‌ରୁ

ପୋଖତ୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ବୈଦେଶିକ - ବିଶେଷଣ -

[ସମ୍ପାଦନା]

ପୋକତ (ଦେଖ) - Pokat (See)

ସହଦେବ ଏହିପରି କହୁ ସତ୍ୟବାଣୀ ପଞ୍ଚଟି ଆମ୍ୱ ପୋଖତ ହେଲା ସେହିକ୍ଷଣି— ସାରଳା ମହାଭାରତ ବନ

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ଓବିଶେଷଣ -

[ସମ୍ପାଦନା]

ପୋଖତି (ଦେଖ) - — Pokhati (See)