Jump to content

ପୋଖରିଆ

ଉଇକିଅଭିଧାନ‌ରୁ

ପୋଖରିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦେଉଳ ମଧ୍ୟସ୍ଥ ଚତୁରସ୍ର ଗହ୍ନର — ୧. The pit inside a temple (resembling a square tank).
୨. ଚତୁରସ୍ର ଗର୍ତ୍ତ — ୨. A square pit.

ଦେଶଜ - ବିଶେଷଣ -

[ସମ୍ପାଦନା]

ପୋଖରୀ ପରି ଚତୁରଷ୍କ — Square like a tank.