ପୋଖରୀ ଛୁଆଁ
ଦେଖଣା
ପୋଖରୀ ଛୁଆଁ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଝାଡା ଫେରି ଆସିବା ପରେ ଲୁଗା ନ ଧୋଇବା ଯୋଗୁଁ ଅଶୁଦ୍ଧ — Uncleanness of the cloth worn by a person while passing stoolsand remaining unwashed.
ବିଶେଷଣ -
[ସମ୍ପାଦନା]- ୧. ଯେଉଁ ବ୍ୟକ୍ତି ଝାଡା ଫେରି ଆସିବା ପରେ ଶୌଚ ହୋଇ ନ ଥାଏ ବା ଲୁଗା ଧୋଇ ନ ଥାଏ — ୧. A person who has not washed after passing stools.
- ୨. ଝାଡ଼ା ଫେରି ଆସିଥିବା ବ୍ୟକ୍ତିର ପରିହିତ ଲୁଗା, ଯାହା ଧୁଆ ହୋଇ ନ ଥାଏ — ୨. (a cloth) Not yet washed after the wearer passes stools.
- ୩. (ଲକ୍ଷଣାର୍ଥ) ତ୍ରସ୍ତ — ୩. (figurative) Terrified.