Jump to content

ପୋଗଣ୍ଡ

ଉଇକିଅଭିଧାନ‌ରୁ

ପୋଗଣ୍ଡ

ଉଚ୍ଚାରଣ

[ସମ୍ପାଦନା]

(ପୌଗଣ୍ଡ—ବି)

ସଂସ୍କୃତ - ବିଶେଷଣ - (ଅପ=[ନୁହେଁ; ଅପକୃଷ୍ଟ]+ଗମ ଧାତୁ= ଗମନ କରିବା+ଡ ନିପାତନ; ଅପୋଗଣ୍ଡ)

[ସମ୍ପାଦନା]
୧. ବିକଳାଙ୍ଗ — ୧. Deformed; having a defective or deficient limb or limbs.
୨. ଯେଉଁ ବ୍ୟକ୍ତିର ହାତରେ ଓ ଗୋଡ଼ରେ ସାଧାରଣ ଆଙ୍ଗଠି ସଂଖ୍ୟା ଅପେକ୍ଷା ବେଶି ବା କମି ଅଙ୍ଗୁଳି ଥାଏ — ୨. Having fingers more or less than ordinary.
୩. ନ୍ୟୂନାଧିକାଙ୍ଗ — ୩. Having a redundant or defective member of the body.
୪. ପାଞ୍ଚରୁ ପନ୍ଦର ବର୍ଷ ମଧ୍ୟରେ ଯେଉଁ ଶିଶୁର ବୟସ — ୪. Aged between five and fifteen years.

ବିଶେଷ୍ୟ -

[ସମ୍ପାଦନା]
୧. ବିକଳାଙ୍ଗ ବ୍ୟକ୍ତି — ୧. A deformed person.
୨. ଯେଉଁ ବ୍ୟକ୍ତିର କୌଣସି ଅଧିକା ଅଙ୍ଗ ଥାଏ — ୨. A person with a redundant limb.
୩. ପାଞ୍ଚ ବର୍ଷରୁ ବଡ଼ ଓ ଷୋଳ ବର୍ଷରୁ ସାନ ପିଲା — ୩. A boy between five and sixteen years of age.

[ଦ୍ରଷ୍ଟବ୍ୟ —କେହି କେହି ୫ ବର୍ଷଠାରୁ ୧ ବର୍ଷ ପର୍ଯ୍ୟନ୍ତ ବୟସର ବାଳକକୁ ପୋଗଣ୍ଡ କହନ୍ତି]