Jump to content

ପୋଙ୍ଗା

ଉଇକିଅଭିଧାନ‌ରୁ

ପୋଙ୍ଗା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁଟକ=ଫମ୍ପା ପାତ୍ର)

[ସମ୍ପାଦନା]

ବାଉଁଶର ସରୁ ନଳ — A tube cut from slender bomboo.

[ଦ୍ରଷ୍ଟବ୍ୟ —ସରୁ ବାଉଁଶର ୨ଟି ଗଣ୍ଠିକୁ ଦୁଇଆଡୁ କାଟି ଦେଲେ ଯେଉଁ ପୋଲା ନଳ ରହେ ତାକୁ ପୋଙ୍ଗା ବୋଲାଏ ଏହାକୁ ବଣିଆ ଫୁଙ୍କନଳ କରନ୍ତି ଓ ହାତ ବିଞ୍ଚଣାର ବେଣ୍ଟରେ ମଧ୍ୟ ଏହା ଲାଗେ]