ପୋଙ୍ଗୀ
ଦେଖଣା
ପୋଙ୍ଗୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ପୁଙ୍ଗୀ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ଚୀନ ଦେଶୀୟ ଭାଷା)
[ସମ୍ପାଦନା]- ୧. ବୌଦ୍ଧ ସନ୍ନ୍ୟାସୀ — ୧. Buddhist recluse, Pongi.
[ଦ୍ରଷ୍ଟବ୍ୟ —ଏମାନେ ଗୃହତ୍ୟାଗୀ, ଗେରୁଆ ଲୁଗା ପିନ୍ଧନ୍ତି ଓ ମସ୍ତକ ମୁଣ୍ଡନ କରନ୍ତି ବ୍ରହ୍ମଦେଶରେ ଓ ଆସାମରେ ଏମାନେ ବହୁଶଃ ଦେଖାଯାଆନ୍ତି ସ୍ଥାନେ ସ୍ଥାନେ ମଧ୍ୟ ଏମାନଙ୍କର ମଠ ଅଛି]
- ୨. ଚୀନ ଦେଶରେ ବୁଣା ଯିବା ଏକପ୍ରକାର ନରମା ରେସମ କନା — ୨. Pongee; a soft kind of silk woven in China and got from the cocoons of a wild silk worm.