ପୋଚକା
ଦେଖଣା
ପୋଚକା
ଉଚ୍ଚାରଣ
[ସମ୍ପାଦନା](ପୋଚୁକା—ଅନ୍ୟରୂପ)
ପ୍ରାଦେଶିକ - (ଗଞ୍ଜାମ) ବିଶେଷଣ - (ସଂସ୍କୃତ - ପୂତି)
[ସମ୍ପାଦନା]ସଢ଼ି ଦୁର୍ଗନ୍ଧମୟ ହୋଇ ଯାଇଥିବା (ଖାଦ୍ୟ) — Rotten and turned fetid; rancid.
ତୁ ବିଲୁଆ ହେବାରୁ ପୋଚକା ମାରସ ଖାଉଛୁ କି ନପାରିଣ ଜୀବ ନାଶ— କୃଷ୍ଣସିଂହ, ମହାଭାରତ, ଶାନ୍ତି
ବିଶେଷ୍ୟ -
[ସମ୍ପାଦନା]ମଇଲା ପାଣି — Refuse or filthy water.