Jump to content

ପୋଚରା ମାରିବା

ଉଇକିଅଭିଧାନ‌ରୁ

ପୋଚରା ମାରିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପଚରା ମାରିବା (ଦେଖ) - ୧. Pacharā māribā (See)
୨. ପରିଦୃଷ୍ଟ ସାମାନ୍ୟ ଦୋଷମାନଙ୍କ ଉତ୍ତମରୂପେ ସଂଶୋଧନ କରିବା — ୨. To remedy the minute defects found out in a thing.
୩. ଅସ୍ଥାୟୀରୂପେ କୌଣସି ଛିଦ୍ର ଆଦି ବନ୍ଦ କରିବା — ୩. To do a patch work; to stop a gap temporarily.



ପୋଚରା ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ପଚରା ମାରିବା (ଦେଖ) -