ପୋଛ
ଦେଖଣା
ପୋଛ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରୋଞ୍ଚନ; ସଂସ୍କୃତ - ପ୍ର+ସ୍ତର)
[ସମ୍ପାଦନା]କୌଣସି ପଦାର୍ଥ ଉପରେ ରଙ୍ଗ ଆଦି ପୋଛିବାର ବା ବୋଳିବାର ଥର — ୧. Time of laying a paint on a thing.
- ୨. ସ୍ତର; ଲେପ — ୨. Layer.
(ଯଥା—ଏ ସବାରୀରେ ତିନି ପୋଛ ବାର୍ଣ୍ଣିସ ଲାଗିବ)
- ୩. ବଟାଳୀ ଓ ନିହାଣ ଆଦି ଶସ୍ତ୍ରର ଯେଉଁ ଅଂଶ ଶାଣ ଦିଆଯାଇ ପାହାନିଆ ହୋଇଥାଏ —୩. The sloping edge of a chised or other weapon.
- ୪. ବିନାଶ; ଧ୍ୱଂଶ; ସର୍ବନାଶ; ମୂଳପୋଛ — ୪. Destruction; ruin; extinction.
ଏଥିରୁ ବଂଶଯାକ ହୋଇଯିବ ପୋଛ— କୃଷ୍ଣସିଂହ, ମହାଭାରତ, ସଭା