Jump to content

ପୋଛା ପୋଛ

ଉଇକିଅଭିଧାନ‌ରୁ

ପୋଛା ପୋଛ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ପରିଷ୍କୃତ ହୋଇଥିବା — Cleansed.

ପୋଛା ପୋଛ ହେଉ ଥିଲେଟି ଦେହ ଜ୍ୟୋତି, ଦିନକୁ ଦିନ ଶୋଭା ଦିଶୁଥାଏ ଅତି— କୃଷ୍ଣସିଂହ, ମହାଭାରତ, ଉଦଯୋଗ

ବିଶେଷ୍ୟ -

[ସମ୍ପାଦନା]

ପୋଛା ପୋଛି (ଦେଖ) - — Pochhā pochhi (See)