ପୋଛା ପୋଛି
ଦେଖଣା
ପୋଛା ପୋଛି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୋଛା ପୋଛି
|
(ପୋଛି ପାଛି—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପରସ୍ପର ଦହକୁ ପୋଛିବା ବା ପରସ୍ପର ଆଖିରୁ ଲୁହ ପୋଛିବା — ୧. Rubbing of each other's body or wiping of the tears from one another's eyes.
- ୨. ଗାଧୋଇ ସାରି ବା ମୁହଁ ହାତ ଧୋଇ ସାରି ଦେହରୁ ପାଣି ଆଦି ଗାମୁଛାଦ୍ୱାରା ଉତ୍ତମରୂପେ ପୋଛିବା କର୍ମ — ୨. The act of wiping out water etc from the body after a wash or bath.
ଗାଧୋଇ ପୋଛା ପୋଛି ହୋନ୍ତେ କୂଳେ ଆମି; ହେଲେ ଉତ୍ତମ ସୁନ୍ଦରୀ ସେହି ଚାରୁ କେଶୀ— କୃଷ୍ଣସିଂହ, ମହାଭାରତ, ଶାନ୍ତି
- ୩. କୌଣସି ପାତ୍ରରେ ଥିବା ଦ୍ରବ୍ୟକୁ ସମ୍ପୂର୍ଣ୍ଣରୂପେ ନିଃଶେଷ କରି ପାତ୍ରର ଗାତ୍ରକୁ ପୋଛି ଆଣିବା — ୩. Emptying a receptacle by wiping out all its contents.
- ୪. ଓଦା ଗାମୁଛାରେ ଦେହକୁ ପୋଛିବା — ୪. Rubbing of one's body with a wet towel.
ବିଶେଷଣ -
[ସମ୍ପାଦନା]ପୋଛା ପୋଛ (ଦେଖ) - — Pochhā pochha (See)
ଅ.
[ସମ୍ପାଦନା]ପାତ୍ରରୁ ଖାଦ୍ୟ ଆଦି ନିଃଶେଷ କରି ପୋଛିବା ପ୍ରକାରେ — By wiping out a thing completely from a receptacle.