ପୋଛା ଲାଗି
ରାଜାମାନଙ୍କର ଗାଧୁଆ ପରେ ଗାମୁଛାଦ୍ୱାରା ଦେହ ପୋଛି ହେବା କର୍ମ — The act of rubbing the body with a napkin after bath (said of Rajas).