Jump to content

ପୋଛି ପାଛି

ଉଇକିଅଭିଧାନ‌ରୁ

ପୋଛି ପାଛି

ଉଚ୍ଚାରଣ

[ସମ୍ପାଦନା]

ପୋଛିପାଛି କରି, ପୋଛାପୋଛି କରିଅନ୍ୟରୂପ

  • (file)

ଦେଶଜ - କ୍ରି. ବିଶେଷଣ - (ପୋଛିବା ଓ ସମଧ୍ୱନିକ ଅନର୍ଥକ ପୋଛିବା କ୍ରିୟାଦ୍ୱୟର ଅସମାପିକା ରୂପ, କ୍ରି. ବିଶେଷଣ - ରୂପେ ବ୍ୟବହୃତ)

[ସମ୍ପାଦନା]
୧. ଉତ୍ତମରୂପେ ପୋଛିକରି — ୧. By wiping well.
୨. ସମ୍ପୂର୍ଣ୍ଣରୂପେ ନିଃଶେଷ କରି — ୨. By exhausting completely.
୩. ସଂପୂର୍ଣ୍ଣରୂପେ ପରିଷ୍କୃତ କରି — ୩. By cleaning well.